ଭାରତର ବିକାଶ ମାଧ୍ୟମରେ ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ୱ ନେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଅଗ୍ରସର ହେଲେ, ବିଶ୍ୱ ଅଗ୍ରସର ହୁଏ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ହେଉଛି ସେମତି ଏକ ମୁହୂର୍ତ୍ତ ବୋଲି ଆଜି ସଂସଦର ଲୋକସଭା କକ୍ଷରେ … Continue reading ଭାରତର ବିକାଶ ମାଧ୍ୟମରେ ନୂଆ ସଂସଦ ବିଶ୍ୱ ବିକାଶର ନେତୃତ୍ୱ ନେବ: ପ୍ରଧାନମନ୍ତ୍ରୀ